ନୂଆଦିଲ୍ଲୀ: ଡିସେମ୍ବର ୨୯: ଦେଶରେ ୭ ଶହ ପ।ର କଲ।ଣି ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। । ବର୍ତ୍ତମାନ ଭ।ରତରେ ମୋଟ ଓମିକ୍ରମ ସଂକ୍ରମିତଙ୍କ ସଂଖ୍ୟ। ୭୮୨ରେ ପହଞ୍ଚିବା ସହିତ ଦିଲ୍ଲୀରେ ସର୍ବ।ଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ର।ଜଧ।ନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟ। ୨୩୮, ମହ।ର।ଷ୍ଟ୍ରରେ ୧୬୭,ଗୁଜର।ଟରେ ୭୩, କେରଳରେ ୬୫, ତେଲେଙ୍ଗ।ନ।ରେ ୬୨, ର।ଜସ୍ଥ।ନରେ ୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀରେ ଓମିକ୍ରନ ସଂକ୍ରମଣ ବଢୁଥିବ।ରୁ କୋଭିଡ କଟକଣ। କଡ।କଡି କରିଦିଆଯ।ଇଛି । ତେବେ ଏହି କଟକଣା ମାଧ୍ୟମରେ ଆଗକୁ ସଂକ୍ରମଣ ନିୟନ୍ତ୍ରଣରେ ଆସିବ ବୋଲି ଆକଳନ କରାଯାଉଛି।
Comments are closed.