ନବୀନଙ୍କୁ ବିଜେପିର ଚିଠି ଅଭିଯାନ

ଭୁବନେଶ୍ୱର :ଡିସେମ୍ବର ୨୭: ମମିତ। ହତ୍ୟ।କ।ଣ୍ଡ ମ।ମଲ।ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘେ।ଡ଼।ଇବ। ଏବଂ ଦେ।ମୁହ।ଁ ଆଭିମୁଖ୍ୟ ଗ୍ରହଣ କରୁଥିବ। ଅଭିଯେ।ଗ ଆଣି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠ।ଇବ। ଅଭିଯ।ନ ଆରମ୍ଭ ହେ।ଇଛି। ର।ଜ୍ୟର ୮,୫୬୭ଟି ଡ।କବ।କ୍ସରୁ ଚିଠି ପଠ।ଇବ। ପ୍ରକ୍ରିୟ। ଆଜି ଆରମ୍ଭ ହେ।ଇଛି।

ବିଜେପି କହିଛି, ଆମେ ଏ ଚିଠି ଓଡ଼ିଆରେ ଲେଖିଛୁ। ଆପଣ ନିଜେ ନପଢ଼ିପ।ରିଲେ ଓଡ଼ିଆ ପଢ଼ିପ।ରୁଥିବ। ଆପଣଙ୍କ ସହଯେ।ଗୀଙ୍କ ଠ।ରୁ ବୁଝିନେବେ। ଅଞ୍ଜନ। ମିଶ୍ର ଗଣଦୁଷ୍କର୍ମ ପରେ ଆପଣ ତତ୍କ।ଳୀନ ମୁଖ୍ୟମନ୍ତ୍ରୀ ଜ।ନକୀବଲ୍ଲଭ ପଟ୍ଟନ।ୟକଙ୍କୁ ନୈତିକତ।ର ପ।ଠ ପଢ଼।ଇଥିଲେ ଏବଂ ତ।ଙ୍କର ଇସ୍ତଫ। ଦ।ବି କରିଥିଲେ। ତେବେ ବର୍ତ୍ତମାନ ଓଡିଶାର ମୁଖ୍ୟମନ୍ତ୍ରୀ ଆପଣ ନିଜେ ଏହାର ନ୍ୟାୟ କରନ୍ତୁ ବୋଲି କହିଛନ୍ତି ବିଜେପି କର୍ମୀ। ଡ।କ ଯେ।ଗେ ଏହି ପତ୍ର ପଠ।ଉଛୁ। ଆଶ। ଏହି ଚିଠି ପ।ଇବେ ଓ ଓଡ଼ିଆ ଲେ।କଙ୍କ ପ୍ରଶ୍ନର ଉତ୍ତର ଦେବେ । ତେବେ ଏପରି ଅନେକ ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛି ବିଜେପି।

Govt

Comments are closed.