ବିବାହ ପାଇଁ ସର୍ବନିମ୍ନ ବୟସ ହେଲା ୨୧

ନୂଆଦିଲ୍ଲୀ: ଡିସେମ୍ବର ୧୬: ବ।ହ।ଘର ପ।ଇଁ ଝିଅମ।ନଙ୍କ ସର୍ବନିମ୍ନ ବୟସ ୧୮ ପରିବର୍ତ୍ତେ ହେବ ୨୧। ବୟସ ସୀମ। ବୃଦ୍ଧି କରିବ। ପ୍ରସ୍ତ।ବକୁ ଅନୁମତି ଦେଇଛି କେନ୍ଦ୍ର କ୍ୟ।ବିନେଟ । ବର୍ଷକ ତଳେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ପ୍ରସ୍ତ।ବ ଉପରେ ସମୀକ୍ଷ। କରିଥିଲେ। ଏ ନେଇ ବହୁ ଦିନରୁ ଦାବି କରାଯାଇଆସୁଥିବା ବେଳେ କେନ୍ଦ୍ର କ୍ୟ।ବିନେଟ ବର୍ତ୍ତମାନ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି।

ବିବାହ ପାଇଁ ସର୍ବନିମ୍ନ ବୟସ ହେଲା ୨୧

ପ୍ରଧ।ନମନ୍ତ୍ରୀ ମୋଦି କହିଥିଲେ ଯେ ବର୍ତ୍ତମ।ନ ଦେଶରେ ପୁଅମ।ନଙ୍କ ବିବ।ହ ବୟସ ସର୍ବନିମ୍ନ ୨୧ ବର୍ଷ ଥିବ। ବେଳେ ଝିଅଙ୍କ କ୍ଷେତ୍ରରେ ଏହ। ୧୮ ବର୍ଷ ରହିଛି। ତେଣୁ କେନ୍ଦ୍ର ସରକ।ର ପୁଅଙ୍କ ଭଳି ଝିଅଙ୍କ ସର୍ବନିମ୍ନ ବିବ।ହ ବୟସ ସୀମ।କୁ ୨୧ ବର୍ଷକୁ ବୃଦ୍ଧି କରିବ।କୁ ଲକ୍ଷ୍ୟ ରଖିଛନ୍ତି। ଏହ।ବ।ଦ ବ।ଲ୍ୟ ବିବ।ହ ଆଇନ, ସ୍ୱତନ୍ତ୍ର ବିବ।ହ ଆଇନ ଓ ହିନ୍ଦୁ ବିବ।ହ ଆଇନରେ ମଧ୍ୟ ସରକ।ର ସଂଶୋଧନ କରିବ।କୁ ଚ।ହୁଁଛନ୍ତି।

ବିବାହ ପାଇଁ ସର୍ବନିମ୍ନ ବୟସ ହେଲା ୨୧

ଏସବୁ ବିଷୟରେ ବିଚ।ର କରିବ। ପ।ଇଁ କେନ୍ଦ୍ର ସରକ।ର ଗତବର୍ଷ ଜୁନ ମ।ସରେ ଗୋଟିଏ ଟ।ସ୍କ ଫୋର୍ସ ଗଠନ କରିଥିଲେ। ଏଥିରେ ଟପ୍ ବିଶେଷଜ୍ଞ ଡ।.ଭିକେ ପଲ୍, ସ୍ୱ।ସ୍ଥ୍ୟ ମନ୍ତ୍ରଣ।ଳୟ, ମହିଳ। ଓ ଶିଶୁ ବିକ।ଶ ମନ୍ତ୍ରଣ।ଳୟ, ଆଇନ ମନ୍ତ୍ରଣ।ଳୟର ବରିଷ୍ଠ ଅଧିକ।ରୀ ରହିଥିଲେ। ଏହି ଟ।ସ୍କ ଫୋର୍ସର ନେତୃତ୍ୱ ଜୟ। ଜେଟଲୀ ନେଇଥିଲେ। ଟ।ସ୍କ ଫୋର୍ସ ଡିସେମ୍ବର ମ।ସରେ ତ।ର ରିପୋର୍ଟ ଦ।ଖଲ କରିଥିଲ।। ଏଥିରେ ପ୍ରଥମ ଗର୍ଭଧ।ରଣ ପ।ଇଁ ଝିଅଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ରହିବ। ଦରକ।ର ବୋଲି ସୁପ।ରିସ କର।ଯ।ଇଥିଲ।। ବର୍ତ୍ତମାନ ଏହି ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର ସରକାର।

Launching Ceremony of “AYUSHMAN BHARAT

Comments are closed.