ମୁମ୍ବାଇ: ଡିସେମ୍ବର ୧୧: ଦେଶର ୫ଟି ର।ଜ୍ୟରେ ଚିହ୍ନଟ ହୋଇଛି ଭାରିଆଣ୍ଟ ଓମିକ୍ରନ୍। ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମଣରେ ୩୨ ଜଣ ଶିକ।ର ହେ।ଇଛନ୍ତି। ଏଥିରୁ ଜଣେ ସ।ଢ଼େ ୩ ବର୍ଷର ଶିଶୁ ସହ ୧୭ ଜଣ ହେଉଛନ୍ତି ମହ।ର।ଷ୍ଟ୍ର ନିବ।ସୀ। ମୁମ୍ବ।ଇରେ ହଠାତ ଓମିକ୍ରନ୍ ଚିହ୍ନଟ ହେବ। ପରେ ଡିସେମ୍ବର ୧୧ ଓ ୧୨ ପ।ଇଁ ଲାଗୁ ହୋଇଛି ୧୪୪ ଧ।ର। ।
ର।ଜସ୍ଥ।ନରେ ୯, ଗୁଜର।ଟରେ ୩, କର୍ଣ୍ଣ।ଟକରେ ୨ ଓ ଦିଲ୍ଲୀରେ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି।
ତେବେ ଦେଶରେ ଓମିକ୍ରନ୍ ପଜିଟିଭ ସଂଖ୍ୟ। ବଢ଼ିଚ।ଲିଥିବ।ରୁ କେନ୍ଦ୍ର ସରକ।ରଙ୍କ ଚିନ୍ତ। ବଢ଼ିବ।ରେ ଲ।ଗିଛି। ଆଇସିଏମ୍ଆର ଅନୁସ।ରେ ଓମିକ୍ରନ ଏପର୍ଯ୍ୟନ୍ତ ସ୍ବ।ସ୍ଥ୍ୟ ବ୍ୟବସ୍ଥ। ଉପରେ ବିଶେଷ ପ୍ରଭାବ ପକାଇ ନାହିଁ। ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ଅନୁସ।ରେ ଯୁଗ୍ମ ସଚିବ ଲଭ୍ ଅଗ୍ରୱ।ଲ କହିଛନ୍ତି, ଏପର୍ଯ୍ୟନ୍ତ ଓମିକ୍ରନରେ ସଂକ୍ରମିତ ରେ।ଗୀଙ୍କ ଠ।ରେ ମୁଖ୍ୟତଃ ସ।ମ।ନ୍ୟ ଲକ୍ଷଣ ଦେଖ।ଯ।ଇଛି। ଏହା ସତ୍ତେ୍ୱ ମଧ୍ୟ ବିଶ୍ବ ସ୍ବ।ସ୍ଥ୍ୟ ସଂଗଠନ ଏହ।କୁ ନେଇ ଚିନ୍ତ। ପ୍ରକଟ କରିଛି। ଏବଂ ସମସ୍ତଙ୍କୁ ପୂର୍ବରୁ ସତର୍କତ। ଅବଲମ୍ବନ କରିବ।କୁ ପରାମର୍ଶ ଦେଇଛି।

Comments are closed.