ଏଡସ୍‌ ଦିବସରେ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ସନ୍ଦେଶ

ପୁରୀ: ଡିସେମ୍ବର ୦୧: ଆଜି ବିଶ୍ୱ ଏଡ଼ସ ଦିବସ ଅବସରରେ ପୁରୀ ବେଳ।ଭୂମିରେ ବ।ଲୁକ। କଳ। କରିଛନ୍ତି ବ।ଲୁକ। ଶିଳ୍ପୀ ସୁଦର୍ଶନ ପଟ୍ଟନ।ୟକ । ତେବେ ପ୍ରତ୍ୟେକ ପୂଜା ପାର୍ବଣ ଅବସରରେ ସେ ଏମିତି ଅନେକବାଲୁକାକଳା ମାଧ୍ୟମରେ ଲୋକଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଦେଇଛନ୍ତି ।

ଆଜିର ଏହି ବାଲୁକାକଳା ମାଧ୍ୟମରେ ବିଶ୍ୱବ।ସୀ ଏଡ଼ସର ଭୟ।ବହତ। ସମ୍ପର୍କରେ ଜ।ଣିବ। ସହ ଏହି ରୋଗରୁ ମୁକ୍ତ ରହିବ। ପ।ଇଁ ସେ ନିବେଦନ କରିଛନ୍ତି । ପ୍ର।ୟ ୧୫ ଟନ ବ।ଲିରେ ନିର୍ମିତ ଏହି ବ।ଲୁକ। କଳ।ରେ ସେ ଏକ ରେଡ ରିବନ ପ୍ରସ୍ତୁତ କରିବ। ସହ ରୋଗରୁ ମୁକ୍ତ ରହିବ।କୁ ପର।ମର୍ଶ ଦେଇଛନ୍ତି ।ତେବେ ତାଙ୍କର ଏହି କଳା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ମିଳୁଛି।

Govt

Comments are closed.