ସମୟ ଲାଇଭ୍,୨୫/୧୦: ଦୀପାବଳିକୁ ଆଉ ଗୋଟିଏ ଦିନ ବାକି ରହିଥିବାବେଳେ ବଲିଉଡ଼ରେ ଦେଖିବାକୁ ମିଳୁଛି ପ୍ରି-ଦିୱାଲି ସେଲିବ୍ରେସନ। ପ୍ରଯୋଜକ ରମେଶ ତୋରାନୀଙ୍କ ଦ୍ୱାରା ଆୟୋଜିତ ଦୀପାବଳି ପାର୍ଟିରେ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ![]()
ପତି କୁଣାଲ ଖେଜୁଙ୍କ ସହ ଅଭିନେତ୍ରୀ ସୋହାଅଲ୍ଲୀ ଖାନ୍ ପହଞ୍ଚିଥିଲେ।
ଏହି ଅବସରରେ ର’ ମ୍ୟାଙ୍ଗୋ କଲରର ପାରମ୍ପରିକ ଆଉଟଫିଟ୍ରେ ଖୁବ୍ ସୁନ୍ଦର ଦିଶୁଥିଲେ। ଏହା ସହ ସେ ବେକରେ ହେଭି ନେକଲେସ୍ ମଧ୍ୟ ପିନ୍ଧିଥିଲେ। ![]()
ନେହା ଧୂପିଆ ଏବଂ ଅଙ୍ଗଦ ବେଦୀ ମ୍ୟାଚିଙ୍ଗ ବ୍ଲାକ୍ କଲର୍ ଆଉଟଫିଟରେ ନଜର ଆସିଥିଲେ।![]()
ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଗୋଲାପି ଶାଢ଼ୀରେ ପାର୍ଟିରେ ପହଞ୍ଚିଥିଲେ। ![]()
ତେବେ ଏଥିରେ ଅଭିନେତ୍ରୀ ପ୍ରତି ଜିଣ୍ଟା ମଧ୍ୟ ପଛରେ ପଡ଼ିନଥିଲେ। ଗାଢ଼ ଗୋଲାପୀ ଶାଢ଼ୀରେ ଖୁବ୍ ସୁନ୍ଦର ଲାଗୁଥିଲେ।![]()
ସେହିପରି ବ୍ଲାକ୍ ବିୟୁଟି ବିପାଶା ବସୁଙ୍କୁ ମଧ୍ୟ ପତି କରଣ୍ ସିଂ ଗ୍ରୋଭରଙ୍କ ସହ ଦେଖିବାକୁ ମିଳିଥିଲା। ସୁନ୍ଦର ଲେହେଙ୍ଗା ସହ କାନର ଝୁମକା ଖୁବ୍ ମାନୁଥିଲା ବିପାଶାଙ୍କୁ।![]()
ସେହିପରି ଅଭିନେତ୍ରୀ ଦିଆ ମିର୍ଜା ଓ ଡ଼ାୟନା ପେନ୍ଟି ଏକାଠି ପାର୍ଟିକୁ ଆସିଥିଲେ। ପାରମ୍ପରିକ ଆଉଟଫିଟରେ ଦୁହେଁ ମିଡ଼ିଆକୁ ପୋଜ୍ ଦେଇଥିଲେ। ![]()
ଏହାଛଡ଼ା ତମନ୍ନା ଭାଟିଆ, ଏକତା କପୁର, ଡ଼େଜି ଶାହ ଏବଂ ଆହୁରି ଅନେକ ସେଲିବ୍ରେଟି ଏହି ଦୀପାବଳୀ ପାର୍ଟିରେ ନଜର ଆସିଥିଲେ। ![]()


ଏହି ଅବସରରେ ର’ ମ୍ୟାଙ୍ଗୋ କଲରର ପାରମ୍ପରିକ ଆଉଟଫିଟ୍ରେ ଖୁବ୍ ସୁନ୍ଦର ଦିଶୁଥିଲେ। ଏହା ସହ ସେ ବେକରେ ହେଭି ନେକଲେସ୍ ମଧ୍ୟ ପିନ୍ଧିଥିଲେ। 




Comments are closed.