ଭୁବନେଶ୍ୱର: ନଭେମ୍ବର ୦୯ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩, ୩୯୪ ସ୍ୱାବ ଟେଷ୍ଟ ମଧ୍ୟରୁ ୨୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୮ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୨୨ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୪ ହଜାର ୦୪୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୩୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୩୨ ହଜାର ୫୬୬ ଜଣ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ରାଜ୍ୟରେ ୩ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ୮,୩୬୪ ଜଣଙ୍କର କରୋନାରେ ମୃତୁ୍ୟ ହୋଇସାରିଲାଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩, ୦୫୮ ରହିଛି ।
Covid-19 Report For 8th November
New Positive Cases: 296
Of which 0-18 years: 58
In quarantine: 174
Local contacts: 122(Details of local contacts will be shared by concerned District)
1. Balasore: 4
2. Bhadrak: 4
3. Balangir: 2
4. Cuttack: 23
5. Deogarh: 5
6. Dhenkanal: 1— I & PR Department, Odisha (@IPR_Odisha) November 9, 2021
21. Sundargarh: 23
22. State Pool: 36New recoveries: 369
Cumulative tested: 22524398
Positive: 1044041
Recovered: 1032566
Active cases: 3058— I & PR Department, Odisha (@IPR_Odisha) November 9, 2021

Comments are closed.