ସୋନପୁର : ବଲାଙ୍ଗୀର ଜିଲ୍ଲା ସୋନପୁରରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ଜାଲ ନୋଟ I ଆଜି ଏସଟିଏଫ ଦ୍ୱାରା ଏହି ଜାଲ ନୋଟ ଜବତ ହୋଇଛି I ଜାଲ ନୋଟ ଜବତ ସହ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ I ରାଜ୍ୟ ବାହାରକୁ ଏହି ରକେଟର ଚେର ଲମ୍ବିଥିବା ନେଇ ଖୋଳତାଡ଼ କରାଯାଉଛି I ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା କରି ଏସଟିଏଫ ଅଧିକ ତଥ୍ୟ ଆଦାୟ କରିପାରେ ।

Comments are closed.