ମା’ବିରୋଧରେ ଅଭିଯୋଗନେଇ ଥାନାରେ ପହଁଚିଲା ୩ ବର୍ଷର ପୁଅ ”ମା’କୁ ଜେଲ ରେ ରଖ ମୋ ଚକୋଲେଟ ଚୋରି କରି ନେଉଛି ‘

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ମଜାଦାର ଭିଡିଓ I ଭିଡିଓ ଟି ହେଉଛି ମଧ୍ୟପ୍ରଦେଶ ବାହାରଣପୁର ଜିଲ୍ଲାର I ଜିଲ୍ଲାର ଦତ୍ତଲାଇରେ ରହୁଥିବା ଜଣେ ୩ ବର୍ଷର ଶିଶୁ ତାଙ୍କ ମା’ଙ୍କ ନାଁ ରେ ଅଭିଯୋଗ କରିବା ପାଇଁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ପୋଲିସ ଷ୍ଟେସନରେ ପିଲାଟି କେବଳ ତାଙ୍କ ମାଆଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିନାହିଁ ବରଂ ମାଡ ମାରିବା ନେଇ ମଧ୍ୟ ଅଭିଯୋଗ ଆଣିଛି। ପୋଲିସ ଷ୍ଟେସନରେ ଜଣେ ମହିଳା ପୋଲିସ ଶିଶୁର ଅଭିଯୋଗ ଗୋଟିଏ ପରେ ଗୋଟିଏ ଲେଖି ରଖିବା ସହିତ ହସୁଥିବାର ଦେଖାଯାଉଛି I ସେହିଭଳି ଶିଶୁଟି ଶିଶୁ ସୁଲଭ ଚପଳତାର ସହିତ ସବୁ ଗୋଟି ଗୋଟି କରି କିପରି କହୁଛି ଦେଖନ୍ତୁ ଏହି ଭିଡ଼ିଓଟିକୁ I ତେବେ ଏହି ଭିଡ଼ିଓଟି ଦେଖିଲେ ଆପଣ ମଧ୍ୟ ହସ ରୋକି ପାରିବେ ନାହିଁ …

Launching Ceremony of “AYUSHMAN BHARAT

Comments are closed.