ପାରାଦୀପରୁ ୨ ଟି ସନ୍ଦିଗ୍ଧ ପାରା ଉଦ୍ଧାର

ଜଗତସିଂପୁର : ପାରାଦୀପ ବାଣ୍ଡର ନିକଟରୁ ୨ ଟି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛନ୍ତି । ପାରା ୨ ଟି ଏକ ଜାହାଜ ଉପରେ ବସିଥିବାର ଦେଖାଯାଇଥିଲା । ପାରାମାନଙ୍କ ଗୋଡ଼ରେ ଏକ ବେଲ୍ଟ ବନ୍ଧାଯାଇଥିବା ଏକ ଚିଠି ଲାଗିଥିବା ଦେଖାଯାଇଥିଲା । ଏହାକୁ କୌଣସି ବିଦେଶୀ ଭାଷାରେ ଲେଖାଯାଇଥିଲା । ପାରା ୨ ଟିକୁ କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି ।

Launching Ceremony of “AYUSHMAN BHARAT

Comments are closed.