ରମାଦେବୀ କଲେଜର +୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜ୍ୟରେ ପୁଣି ଆତ୍ମହତ୍ୟା କଲେ ଜଣେ କଲେଜ ଛାତ୍ରୀ I ଗତକାଲି ଯାଜପୁରରେ ଥିବା ଏକ ଘରୋଇ ପଲିଟେକ୍ନିକ କଲେଜ ଇଲେକ୍ଟ୍ରିକ ବିଭାଗର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଆଜି ପୁଣି ରାଜଧାନୀ ସ୍ଥିତ ରମାଦେବୀ ବିଶ୍ୱ ବିଦ୍ୟାଳୟର +୨ ପଢ଼ୁଥିବା ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି I ସେ ଆର୍‌ଡି ଲେଡିଜ୍‌ ରହୁଥିବା ବେଳେ ସେହି ହଷ୍ଟେଲ ରୁମରୁ ଛାତ୍ରୀଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣଙ୍କ +୨ର ଶେଷ ବର୍ଷରେ ପଢ଼ୁଥିବା ବେଳେ ଆତ୍ମହତ୍ୟାର କାରଣ ଜଣI ପଡି ନାହିଁ I ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଁଚି ତଦନ୍ତ ଚଳାଇଛି I

Launching Ceremony of “AYUSHMAN BHARAT

Comments are closed.