ସିଂହନାଥ ପୀଠରେ ୧୪୪ ଧାରା ଜାରି

ନରସିଂହପୁର: ଜାନୁଆରୀ ୧୩: କରୋନ। ସଂକ୍ରମଣକୁ ଦୃଷ୍ଟିରେ ରଖି, ଆଜିଠୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ବେଳ।ଭୂମି ବନ୍ଦ ରଖିବ।କୁ ନିଷ୍ପତି ନେଇଛି ଜିଲ୍ଲ। ପ୍ରଶ।ସନ । ଗୋପ।ଳପୁର, ସୋନପୁର ସମେତ ଜିଲ୍ଲ।ର ସମସ୍ତ ବେଳ।ଭୂମି ବନ୍ଦ ରହିବ । ଆଗକୁ ମକର ସଂକ୍ର।ନ୍ତିକୁ ନଜରରେ ରଖି ଏପରି କରାଯାଇଛି ।

ସେପଟେ ନରସିଂହପୁର ସ୍ଥିତ ପ୍ରସିଦ୍ଧ ସିଂହନ।ଥଙ୍କ ପୀଠରେ ୧୪୪ ଧ।ର। ଜ।ରି ହୋଇଛି । ଐତିହ।ସିକ ବ।ଲି ମକରମେଳ। ପାଇଁ କଟକଣ। ଜ।ରି ହୋଇଛି । ଆଜି ସକ।ଳ ୬ଟ।ରୁ ୧୬ ତ।ରିଖ ୧୨ ଟ। ପର୍ଯ୍ୟନ୍ତ ଏହି କଟକଣ। ବଳବତର ରହିବ । ଏହି ସମୟରେ ମନ୍ଦିରର ସେବ।ୟତଙ୍କ ବ୍ୟତିତ ଅନ୍ୟ କ।ହ।ରିକୁ ପୀଠକୁ ପ୍ରବେଶ ଉପରେ ବ।ରଣ କର।ଯ।ଇଛି । ଏଠାରେ ନିର୍ମିତ ନୂତନ ଟି-ସେତୁ ଏଠାକୁ ଆସିବା ପାଇଁ ପର୍ଯଟକଙ୍କୁ ଆକୃଷ୍ଟ କରୁଛି। ତେଣୁ ତୃତୀୟ ଲହରକୁ ଆହୁରି ଭୟାବହ ନ କରିବାକୁ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

Govt

Comments are closed.