କଟକ : ବଡମ୍ବା-ଗୋପୀନାଥପୁର ‘ଟି’ ସେତୁର ଅଭାବନୀୟ ଘଟଣା I ମକର ଅବସରରେ କଟକ ବାଙ୍କୀ ସିଂହନାଥ ପୀଠରେ ପ୍ରବଳ ଜନ ସମାଗମ ହେବାରୁ ଦଳା ଚକଟା ହୋଇ ୧୨ ଗୁରୁତର Iମକର ସଂକ୍ରାନ୍ତିରେ ସିଂହନାଥ ପୀଠ ଦର୍ଶନ କରିବାକୁ ଆସିଥିବାବେଳେ ଘଟିଛି ଏହି ଘଟଣା I ଗୁରୁତରଙ୍କ ମଧ୍ୟରେ ୫ ଜଣ ମହିଳା ଥିବାବେଳେ ୭ ଜଣ ଶିଶୁ ଓ ପୁରୁଷ ରହିଛନ୍ତି । ଏହି ‘ଟି’ସେତୁ ଟି ମହାନଦୀ ଉପର ଦେଇ ସିଂହନାଥ ପୀଠକୁ ସଂଯୋଗ କରିଥାଏ I ତେବେ ଏହି ଦଳାଚକଟାରେ ଅନେକ ଆହତ ଙ୍କ ସଂଖ୍ୟା ବଢିବା ନେଇସୂଚନା ମିଳୁଛି I

Comments are closed.