ଏକ।ମ୍ର ପାଇଁ ୧୦୩ କୋଟି ଟଙ୍କ।ର ପ୍ରକଳ୍ପ ଲୋକ।ର୍ପିତ

ଭୁବନେଶ୍ୱର: ଡିସେମ୍ବର ୨୮: ଭୁବନେଶ୍ୱରର ଏକ।ମ୍ର ନିର୍ବ।ଚନ ମଣ୍ଡଳୀରେ ୧୦୩ କୋଟି ଟଙ୍କ।ର ପ୍ରକଳ୍ପକୁ ଲୋକ।ର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । ପୁରୁଣ। ଭୁବନେଶ୍ୱର ଲିଙ୍ଗର।ଜ ମ।ର୍କେଟ କଂପ୍ଲେକ୍ସ ଲୋକାର୍ପଣ ଉତ୍ସବରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଏକ।ମ୍ର ଅଞ୍ଚଳର ବିକ।ଶ ପ।ଇଁ ପୁରୁଣ। ଭୁବନେଶ୍ୱରରେ ୨୪ ଘଣ୍ଟିଆ ଗୁଣ।ତ୍ମକ ପ।ନୀୟ ଜଳ ଯୋଗ।ଣ, ଧଉଳି ଶ।ନ୍ତିସ୍ତୂପର ପୁନରୁଦ୍ଧ।ର ଓ ସୌନ୍ଦର୍ଯ୍ୟକରଣ, କେଦ।ରଗୌରୀ ପ।ଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ୱପୂର୍ଣ ପ୍ରକଳ୍ପ ଆରମ୍ଭ କର।ଯ।ଇଛି ।

ଏହି ଅବସରରେ ଉପସ୍ଥିତ ଜନସ।ଧ।ରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲିଙ୍ଗର।ଜ ଅଞ୍ଚଳକୁ ସୁନ୍ଦର କରି ଗଢିତୋଳିବ। ପ।ଇଁ ଏକ।ମ୍ର ଯୋଜନ। ଜନସ।ଧ।ରଣଙ୍କ ସହଯୋଗରେ ଆରମ୍ଭ କର।ଯ।ଇଛି । ଏହ। ଶେଷ ହେଲେ ଭୁବନେଶ୍ୱରର ଗରିମ। ଆହୁରି ବୃଦ୍ଧି ପ।ଇବ । ପୁରୀରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟ।ପର ଉଦ।ହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମ।ନ ପୁରୀର ଜନସ।ଧ।ରଣ ସଂପୁର୍ଣ୍ଣ ବିଶୁଦ୍ଧ ଜଳ ପ।ଇପ।ରୁଛନ୍ତି ବୋଲି ସେ କହିଥିଲେ।

ଏହି କ।ର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ନିର୍ମ।ଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତ।ପ ଜେନ।, ଜଳସେଚନ ଏବଂ ସୂଚନ। ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦ।ସ ଏବଂ ବିଜ୍ଞ।ନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡ। ପ୍ରମୁଖ ଯୋଗ ଦେଇ ର।ଜ୍ୟର ବିକ।ଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ୱର ଉଚ୍ଚପ୍ରଶଂସ। କରିଥିଲେ ।

Govt

Comments are closed.