ବସକୁ ୧ ଲକ୍ଷ ୨୨ ହଜାର ଜୋରିମାନା

ସୁନ୍ଦରଗଡ଼ : ବସକୁ ବସକୁ ୧ ଲକ୍ଷ ୨୨ ହଜାର ଜୋରିମାନା କରିଛନ୍ତି ସୁନ୍ଦରଗଡ଼ RTO I ବସର ପରମିଟ,ଫିଟନେସ ଏବଂ ଇନ୍ସୁରାନ୍ସ ନଥିବାରୁ ଏହି ଜୋରିମାନା କରାଯାଇଛି I ବିନା କାଗଜପତ୍ରରେ ବେଆଇନ ଭାବରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବାରୁ ସୁନ୍ଦରଗଡ଼ ଟାଉନ ହାଇସ୍କୁଲ ଠାରେ ବସ କୁ ଅଟକାଇ ଜୋରିମାନା କରିଛନ୍ତି ସୁନ୍ଦରଗଡ଼ ପରିବହନ ନିଗମ I

Comments are closed.