ବଲିଉଡ ଓ ସାଉଥ୍‌ ଷ୍ଟାର କରିଲେ ଦୁଃଖ ପ୍ରକାଶ!

ଆନ୍ଧ୍ର ପ୍ରଦେଶର ଆର୍‌ଆର୍‌ ଭେଙ୍କଟପୁରମ୍‌ ଗାଁରେ ଏଲଜି ପଲିମର କେମିକାଲ ପ୍ଲାଣ୍ଟରୁ ଗ୍ୟାସ ଲିକ୍‌ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ପ୍ରାୟ ୨୦ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି। ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବଲିଉଡ ଷ୍ଟାରଙ୍କଠାରୁ ଆରମ୍ଭ କରି ସାଉଥ ଫିଲ୍ମ ଷ୍ଟାରମାନେ ଦୁଃଖ ପ୍ରକାଶ କରିଛନ୍ତି।

ମହେଶ ବାବୁ, ତମନ୍ନା ଭାଟିଆ, ଅର୍ଜୁନ କପୁର, ରାକୁଲ ପ୍ରୀତ ସିଂ ଏବଂ ଅନ୍ୟମାନେ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି।

 

ଆହତ ଲୋକଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି।

Govt

Comments are closed.