ଭୁବନେଶ୍ୱର: ଜୁଲାଇ ୧୭: ଓଡ଼ିଶାରେ ୨୪ ଘଂଟାରେ ୨୧୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୬୭ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I
ତେବେ ଏହି ମୃତ୍ୟୁ ସଂଖ୍ୟା ଗୋଟିଏ ନିର୍ଦ୍ଧିଷ୍ଟ ଦିନର ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି I ବିଗତ ଦିନମାନଙ୍କରେ ହେଇଥିବା କିଛି ମୃତ୍ୟୁ ର କାରଣ କୁ ନେଇ ଅଡିଟ ହେବା ପରେ ଏହା କୋଭିଡ ଜନିତ ବୋଲି ଜଣାପଡିଛି I
ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୪୯୯୨ କୁ ବୃଦ୍ଧି ପାଇଛି I
ସେହିପରି, ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୯,୫୨,୧୧୧ କୁ ବୃଦ୍ଧି ପାଇଥିବା ବେଳେ ୯,୨୫,୫୨୬ ଜଣ ସୁସ୍ଥ ହେଇସାରିଛନ୍ତି I
ତେବେ ଦୈନିକ ପଜିଟିଭିଟି ହାର ୩ ପ୍ରତିଶତ ତଳେ ରହିଛି I
ଗତକାଲି ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁଯାଇ ୨୩୧୭ ଜଣ ସୁସ୍ଥ ହେଇଛନ୍ତି I ଏବେ ଓଡ଼ିଶାରେ ମୋଟ ୨୧,୫୪୦ ଜଣ ଚିକିତ୍ସାଧୀନ ଅଛନ୍ତି I
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୧୦ ଟି ନୂଆ ପଜିଟିଭ କେଶ ବାହାରିଥିବା ବେଳେ କଟକ ରେ ୩୦୮, ଯାଜପୁର ରେ ୧୭୫, ବାଲେଶ୍ୱର ରେ ୧୬୧ ଟି କେଶ ଚିହ୍ନଟ ହେଇଛି I
ଅନ୍ୟ ୨୬ ଟି ଜିଲ୍ଲାରେ ନୂଆ ସଂକ୍ରମିତ ଙ୍କ ସଂଖ୍ୟା ଶହେ ତଳକୁ ରହିଛି I
Covid-19 Report For 16th July
New Positive Cases: 2182
In Quarantine: 1258
Local Contacts: 924(Details of local contacts will be shared by concerned Dist Administration)
District Wise Cases:
1. Angul: 89
2. Balasore: 161
3. Bargarh: 15
4. Bhadrak: 76
5. Balangir: 4— I & PR Department, Odisha (@IPR_Odisha) July 17, 2021
6. Boudh: 6
7. Cuttack: 308
8. Deogarh: 1
9. Dhenkanal: 70
10. Gajapati: 4
11. Ganjam: 3
12. Jagatsinghpur: 87
13. Jajpur: 175
14. Jharsuguda: 9
15. Kalahandi: 13
16. Kandhamal: 14
17. Kendrapada: 55
18. Keonjhar: 44
19. Khurda: 510
20. Koraput: 28
21. Malkangiri: 25— I & PR Department, Odisha (@IPR_Odisha) July 17, 2021
22. Mayurbhanj: 92
23. Nawarangpur: 16
24. Nayagarh: 75
25. Nuapada: 2
26. Puri: 94
27. Rayagada: 22
28. Sambalpur: 24
29. Sonepur: 13
30. Sundargarh: 54
31. State Pool: 93New Recoveries: 2317
Cumulative Tested: 14988531
Positive: 952111
Recovered: 925526
Active Cases: 21540— I & PR Department, Odisha (@IPR_Odisha) July 17, 2021

Comments are closed.