ହ୍ୱାଇଟ୍ ହାଉସ୍ ବାହାରେ ଗୁଳିମାଡ଼

ଓ୍ଵାସିଂଟନ୍:  ଓ୍ଵାସିଂଟନ୍ ଡିସିରେ ଥିବା ହ୍ଵାଇଟ୍ ହାଉସ୍ ବାହାରେ ଗୁଳିକାଣ୍ଡ ହୋଇଛି। ଆମେରିକାର ସିକ୍ରେଟ୍ ସର୍ଭିସ ସଶସ୍ତ୍ର ସନ୍ଦିଗ୍ଧ (ଆତ୍ମଘାତୀ ଆକ୍ରମଣକାରୀ)କୁ ଗୁଳି କରିଥିଲା। ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ଥିଲେ। ଏହି ଘଟଣା ପରେ ହ୍ଵାଇଟ୍ ହାଉସ୍ ବାହାରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଶନିବାର ଆମେରିକାର ସିକ୍ରେଟ୍ ସର୍ଭିସ୍ ଅଧିକାରୀଙ୍କୁ ସୂଚନା ମିଳିଥିଲା ଯେ ଜଣେ ବ୍ୟକ୍ତି ଇଣ୍ଡିଆନାରୁ ୱାସିଂଟନ୍ ଡିସି ହ୍ୱାଇଟ୍ ହାଉସ୍‌ରେ ପହଞ୍ଚିବାପରେ ଏବଂ ତା’ ନିକଟରେ ଅସ୍ତ୍ରଶସ୍ତ୍ର ଥିବା ମଧ୍ୟ ଜଣାପଡ଼ିଥିଲା। ଖବର ପାଇବା ପରେ ସୁରକ୍ଷା କର୍ମୀମାନେ ସଜାଗ ରହିଥିଲେ।

Launching Ceremony of “AYUSHMAN BHARAT

Comments are closed.