ହୋଇଛନ୍ତି କି ବ୍ଲାକ ଲିଷ୍ଟ

ସାଉଥ୍ ଇଣ୍ଡଷ୍ଟ୍ରୀରେ ସାମନ୍ଥା ରୁଥ୍ ପ୍ରଭୁ ବର୍ତ୍ତମାନ ଫିଲ୍ମ ପାଇବା ପାଇଁ ଷ୍ଟ୍ରଗଲ କରୁଥିବାନେଇ ସୂଚନା ମିଳିଛି । ତାଙ୍କୁ ଇଣ୍ଡଷ୍ଟ୍ରୀ ବ୍ଲାକ ଲିଷ୍ଟ କରିଥିବାନେଇ ଚର୍ଚ୍ଚା ହେଉଛି । ନିକଟରେ ତେଲୁଗୁ ଫିଲ୍ମର ପପୁଲାର ଅଭିନେତ୍ରୀ ଲକ୍ଷ୍ମୀ ମାଞ୍ଚୁ ଏକ ସାକ୍ଷାତକାରରେ ଏନେଇ ହିଣ୍ଟ ଦେଇଛନ୍ତି । ସେ ସାମନ୍ଥାଙ୍କ ନାଁ ନେଇନଥିଲେ ବି ଏନେଇ ହିଣ୍ଟ ଦେଇଛନ୍ତି । ନାଗା ଚୈତନ୍ୟଙ୍କ ସହିତ ବିବାହ ବିଚ୍ଛେଦ ପରେ ଏଭଳି ପରିସ୍ଥିତିର ସାମନା ସାମନ୍ଥା କରୁଥିବାନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ସାମନ୍ଥାଙ୍କୁ ଯେଉଁ ଫିଲ୍ମ ଅଫର ହୋଇଥିଲା ତାହା ମଧ୍ୟ ତାଙ୍କଠାରୁ ଛଡାଇ ନିଆଯାଇଥିବାନେଇ ଲକ୍ଷ୍ମୀ ମାଞ୍ଚୁ ପରୋକ୍ଷରେ କହିଛନ୍ତି । ଏନେଇ ସାମନ୍ଥାଙ୍କର କୌଣସି ମତ ମିଳିନାହିଁ । ଏଭଳି ଖବର ବର୍ତ୍ତମାନ ସାମନ୍ଥାଙ୍କ ଫ୍ୟାନଙ୍କୁ ଖୁବ ନିରାଶ କରିଛି ।

Launching Ceremony of “AYUSHMAN BHARAT

Comments are closed.