ହାଡ଼ଭଙ୍ଗା ଜାଡ଼

ସମୟ ଲାଇଭ,୨୬/୧୦: ରାଜ୍ୟରୁ ମୌସୁମୀ ଫେରିଥିବାବେଳେ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ବର୍ଷା ଳାଗି ରହିଥିଲା। ତେବେ ବାତ୍ୟା ନେଇ ଆଶଙ୍କା ସୃଷ୍ଟି ହୋଇଥବଲେ ମଧ୍ୟ ଓଡ଼ିଶା ଉପରେ ତାହାର ପ୍ରଭାବ ରହିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସ୍ପଷ୍ଟ କରିଛନ୍ତି। ତେବେ ରାଜ୍ୟର କେତେକାଂଶରେ ବର୍ଷା ଜାରି ରହିଲେ ମଧ୍ୟ ଅନ୍ୟ ଅଞ୍ଚଳରେ ଶୀତ ଅନୁଭୂତ ହେବ। ଶୀତ ପ୍ରକୋପ ଦୁଇ ତିନିଦିନ ମଧ୍ୟରେ ବଢ଼ିବାର ସମ୍ଭାବନା ରହିଛି।

Launching Ceremony of “AYUSHMAN BHARAT

Comments are closed.