ଭୁବନେଶ୍ୱର: ଜୁନ ୨୨: ଓଡ଼ିଶାରେ ଆଜି ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଏହାକୁ ମିଶାଇ, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ରେ ପହଂଚିଛି I ଗଂଜାମ ଜିଲ୍ଲାର ୪୬ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ I ଗତ କଲି ମଧ୍ୟ ଦୁଇ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଥିଲା I
Regret to report that a 46 year old Covid positive Male of Ganjam district passed away while under treatment in hospital for Covid pneumonia.
— H & FW Dept Odisha (@HFWOdisha) June 22, 2020

Comments are closed.