ଭୁବନେଶ୍ୱର: ଜୁନ ୭ : ଆଉ ଜଣେ କରୋନା ଆକ୍ରାନ୍ତ ଙ୍କ ର ମୃତ୍ୟୁ ହେଇଛି ଓଡ଼ିଶାରେ I ଗଂଜାମ ଜିଲ୍ଲାର ଏହି ବ୍ୟକ୍ତିଙ୍କର ବୟଷ ୫୫ ବର୍ଷ ଏବଂ ସେ କରୋନା ରେ ସଂକ୍ରମିତ ଥିବା ଜଣା ପଡିବାପରେ, କୋବିଦ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ I ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ I ଏହାକୁ ମିଶାଇ, ରାଜ୍ୟରେ ମୋଟ ୯ ଜଣ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହେଇଛି I
Regret to inform that a 55 year old male patient of Ganjam, who had tested positive for Covid, has passed away, while under treatment in hospital.
He was suffering from Tuberculosis and other comorbidities.
— H & FW Dept Odisha (@HFWOdisha) June 7, 2020

Comments are closed.