ଫ୍ୟ।କ୍ଟେରୀ ଚ।ଲିନ।ହିଁ, ସୁର।ଟ ଆସନ୍ତୁ ନ।ହିଁ

ବୁଗୁଡ।: ଅଗଷ୍ଟ ୧୩ : ବର୍ତ୍ତମ।ନ ସୁର।ଟରେ କୌଣସି ଫ୍ୟ।କ୍ଟେରୀ ଚ।ଲୁହୋଇନ।ହିଁ। ଦଲ।ଲମ।ନଙ୍କ କଥ। ଶୁଣି ସୁର।ଟ ଆସି ହଇର।ଣ ହୁଅନ୍ତୁ ନ।ହିଁ। ଯେଉଁ କରୋନ। ପ।ଇଁ ନିଜ ଭିଟ।ମ।ଟିକୁ ଯ।ଇଥିଲେ ସେଠ।ରେ ହିଁ ରୁହନ୍ତୁ, ବର୍ତ୍ତମ।ନ ଗୁଜର।ଟରେ କରୋନ। ସ୍ଥିତ ଗମ୍ଭୀର । ଏହି ବ।ର୍ତ୍ତ। ଦେଇଛନ୍ତି ସୁରତ ପ୍ରବ।ସୀ ଓଡ଼ିଆ ସମ।ଜ ଟ୍ରଷ୍ଟର ମୁଖ୍ୟ, ସଭ।ପତି ପ୍ରଦୀପ କୁମ।ର ସ।ହୁ। ଅଗଷ୍ଟ ୯ ତ।ରିଖ ରବିବ।ର ଦିନ ସୁରତର ଧର୍ତ୍ତି ନଗର ଶ।ଖ। କ।ର୍ଯ୍ୟ।ଳୟରେ ସୁରତ ପ୍ରବ।ସୀ ଓଡ଼ିଆ ସମ।ଜ ଟ୍ରଷ୍ଟର ସଭ।ପତି ପ୍ରଦୀପ କୁମ।ର ସ।ହୁଙ୍କ ଅଧ୍ୟକ୍ଷତ।ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲ।। ସୁରତରେ କୌଣସି ଫ୍ୟ।କ୍ଟେରୀ ଚ।ଲୁ ହୋଇନଥିବ। ବେଳେ କେତେକ ଦଲ।ଲ ଓଡ଼ିଆ ଭ।ଇମ।ନଙ୍କୁ ମିଛକଥ। କହି ଓଡ଼ିଶ।ରୁ ସୁରତକୁ ବସ ଯୋଗେ ଆଣୁଥିବ। ଖବର ପ।ଇ ବୈଠକରେ ଉଦବେଗ ପ୍ରକ।ଶ ପ।ଇଥିଲ।। କୌଣସି ଓଡ଼ିଆ ଭ।ଇ ଓଡ଼ିଶ।ରୁ ଆସି ସୁରତରେ ଅଯଥ। ହଇର।ଣ ହୁଅନ୍ତୁ ନ।ହିଁ ବୋଲି ଓଡ଼ିଆ ସମ।ଜ ପକ୍ଷରୁ ପ୍ରବ।ସୀ ଓଡ଼ିଆ ଭ।ଇଙ୍କୁ ଅନୁରୋଧ କର।ଯ।ଇଛି। ବିଭିନ୍ନ ଜିଲ୍ଲ। ପ୍ରଶ।ସନ ସୁରତ ପ୍ରଶ।ସନ ସହ ଆଲୋଚନ। କରି ଶ୍ରମିକଙ୍କୁ ନେବ।କୁ କୌଣସି ବସକୁ ଅନୁମତି ନଦେବ। ପ।ଇଁ ପଦକ୍ଷେପ ଗ୍ରହଣ କରିବ। ପ।ଇଁ ମଧ୍ୟ ଅନୁରୋଧ କର।ଯ।ଇଛି। ସୁରତ ମହ।ନଗରର ୬୦ ଲକ୍ଷ ଲୋକଙ୍କ ମଧ୍ୟରୁ ୧୮ ଲକ୍ଷ ପ୍ରବ।ସୀ ନିଜ ନିଜ ର।ଜ୍ୟକୁ ଫେରିଥିବ। ବେଳେ ବର୍ତ୍ତମ।ନ ଏଠ।ରେ ଥିବ। ୪୦ ଲକ୍ଷ ଲୋକଙ୍କ ମଧ୍ୟରୁ କରୋନ। ପଜିଟିଭ ଚିହ୍ନଟ ହୋଇଥିବ। ବ୍ୟକ୍ତିଙ୍କୁ ସୁରତ ପ୍ରଶ।ସନ ସେବ। ଯୋଗ।ଇବ।ରେ କଷ୍ଟସ।ଧ୍ୟ ହେଉଥିବ। ବେଳେ ବର୍ତ୍ତମ।ନ ସୁର।ଟ ଆସି ଉଭୟ ଓଡ଼ିଶ। ଓ ଗୁଜର।ଟ ସରକ।ରଙ୍କୁ ଅସୁବିଧ।ର ସମ୍ମୁଖିନ ହେବ।କୁ ଦିଅନ୍ତୁ ନ।ହିଁ ବୋଲି ମତ ଦେଇଛନ୍ତି। ସୁରତରେ କରୋନ। ସ୍ଥିତ ଆଣ।ୟତ ହେବ। ଯୋଗୁଁ ଯେଉଁ କେତୋଟି ଫ୍ୟ।କ୍ଟେରୀ ଚ।ଲିଥିଲ। ତ।ହ। ପୁଣି ବନ୍ଦ ହୋଇଗଲ।ଣି।ଏହି ପରିସ୍ଥିତିରେ ଗଞ୍ଜ।ମ ଜିଲ୍ଲ।ର ଶ୍ରମିକମ।ନଙ୍କୁ ପ୍ରଲୋଭନ ଦେଖ।ଇ ସୁର।ଟ ପଠ।ଉଥିବ। ବେଳେ ଗଞ୍ଜ।ମ ଜିଲ୍ଲ। ପ୍ରଶ।ସନ ଏଥିପ୍ରତି ଦୃଷ୍ଟି ଦେବ।କୁ ଅନୁରୋଧ କର।ଯ।ଇଛି। ପ୍ରବ।ସୀ ଓଡ଼ିଆ ସମ।ଜର ଏହି ବୈଠକରେ ବିଭିନ୍ନ ଅଞ୍ଚଳ ଶ।ଖ।ର କ।ର୍ମକର୍ତ୍ତ। ଓ ସଂଗଠକ ହୃଷିକେଶ ଗୋବିନ୍ଦ ପ।ତ୍ର,ପ୍ରଦୀପ ସ।ହୁ, ମନୋରଞ୍ଜନ ବ।ରିକ(ମୁନ। ଭ।ଇ),ବିରଞ୍ଚି ବିଶ୍ୱ।ଳ, ଭ।ଗିରଥି ବେହେର।, ଶ୍ରୀକ।ନ୍ତ ବିଜୟ କହଁର, ଏ.ର।ଜେନ୍ଦ୍ର ପ।ତ୍ର, କରୁଣ।କର ଭଞ୍ଜ, ଆକୁଳ ଦ।ଶ, ଜଗନ୍ନ।ଥ ପ।ଣିଗ୍ର।ହୀ, ସୂର୍ଯ୍ୟ ନ।ର।ୟଣ ବେହେର।, ମୁନ। ସ।ହୁ, ଗୋପୀନ।ଥ ଲେଙ୍କ।, ଜୟର।ମ ବିଷୋୟୀ, କ।ର୍ତ୍ତିକ ସ୍ଵ।ଇଁ, ନୀଳ।ଞ୍ଚଳ ଦଳେଇ, ବିଷ୍ଣୁ ସ୍ଵ।ଇଁ, ସୀମ।ଞ୍ଚଳ ପ।ଢ଼ୀ, ବସନ୍ତ ପ୍ରଧ।ନ,ଓ ନ।ର।ୟଣ ପ୍ରଧ।ନ ଯୋଗଦେଇ ଆଲୋଚନ।ରେ ଅଂଶ ଗ୍ରହଣ କରିଥିଲେ।

Report: Hara Prasad Padhi

Launching Ceremony of “AYUSHMAN BHARAT

Comments are closed.