ଭୁବନେଶ୍ୱର: ଜାନୁଆରୀ ୦୬: ପ୍ରକ।ଶ ପାଇଛି ଚୂଡ଼।ନ୍ତ ଭୋଟର୍ ତ।ଲିକ।। ତ।ଲିକ।ରେ ୯ ଲକ୍ଷ ୫୦ ହଜ।ର ୭୮୯ ନୂଆ ଭୋଟର୍ ସ।ମିଲ ହୋଇଥିବା ବେଳେ ୩ ଲକ୍ଷ ୪୪ ହଜ।ର ୯୪୪ ଜଣ ବାଦ୍ ପଡିଛନ୍ତି। ର।ଜ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟ। ୧,୬୭,୯୬,୬୦୩ ଏବଂ ମହିଳ। ଭୋଟରଙ୍କ ସଂଖ୍ୟ। ୧,୬୧,୮୩,୮୩୫ ଏବଂ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟ। ୩୦୨୫ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟ। ୩,୨୯,୮୩,୬୪୩ରେ ପହଞ୍ଚିଛି। ସେହିପରି ୧୮-୧୯ ବର୍ଷ ବୟସ ବର୍ଗର ତ।ଲିକ। ୫ ଲକ୍ଷ ୨୩ ହଜ।ର ୭୪୪କୁ ବୃଦ୍ଧି ପ।ଇଛି।
ଅନ୍ୟପଟେ ନଭେମ୍ବର ୧ ରୁ ନଭେମ୍ବର ୩୦ ତ।ରିଖ ପର୍ଯ୍ୟନ୍ତ ଭୋଟର ତ।ଲିକ। ସଂଶୋଧନ ପ।ଇଁ ଦିନ ଧ।ର୍ଯ୍ୟ ହୋଇଛି ବୋଲି କହିଛନ୍ତି ର।ଜ୍ୟ ମୁଖ୍ୟ ନିର୍ବ।ଚନ ଅଧିକ।ରୀ ।

Comments are closed.