ଗୁଜୁରାଟ : ଗୁଜୁରାଟର ୧୭ ବର୍ଷୀୟା ନିଲାଂଶି ପଟେଲ୍। ତାଙ୍କର କେଶର ଲମ୍ୱ ପ୍ରାୟ ୧୯୦ ସେ.ମି ବା ୬ ଫୁଟ୍ ୨.୮ଇଂଚ୍ । ଯାହାକୁ ସାଧାରଣତଃ ଜଣେ ମଣିଷର ଉଚ୍ଚତାଠୁ ଅଧିକ। ଏହି ଲମ୍ୱା କେଶ ପାଇଁ ଗିନିଜ୍ ବୁକ୍ରେ ସ୍ଥାନ ପାଇଲେ ଯୁବତୀ। ନିଲାଂଶିଙ୍କର ଏହା ପ୍ରଥମ ବିଶ୍ୱ ରେକର୍ଡ଼ ନୁହେଁ । ଏହା ପୂର୍ବରୁ ୨୧ ନଭେମ୍ୱର ୨୦୧୮ରେ ସେ ୧୭୦.୫ ସେ.ମି ଲମ୍ୱର କେଶ ସହ ବିଶ୍ୱ ରେକର୍ଡ କରିଥିଲେ। ଗତ ଶୁକ୍ରବାର ଗିନିଜ୍ ୱାର୍ଲଡ ରେକର୍ଡ଼ସ୍ ନିଜ ଇନ୍ଷ୍ଟାଗ୍ରାମରେ ୨ଟି ଫଟୋ ସେୟାର କରି ଲେଖିଛି, ‘’ଯୁବା ଭାରତୀୟ ଭାବେ ନିଲାଂଶି ପଟେଲ ତାଙ୍କର ଲମ୍ୱା କେଶ(୧୯୦ ସେ.ମି) ପାଇଁ ରେକର୍ଡ଼ କରିଛନ୍ତି।’
Comments are closed.