ଟାୱାର ଚଢି ଜେଲରୁ କଏଦୀ ଫେରାର ଓଡ଼ିଶା By Samaya Live Last updated Sep 17, 2025 Share ରାଉରକେଲା : ପୋଲିସ ଆଖିରେ ଧୂଳି ଦେଇ ଜେଲରୁ କଏଦୀ ଫେରାର । ହତ୍ୟା ଅଭିଯୁକ୍ତ କଏଦୀ ହେଉଛି ସୁରେଶ ବାର୍ଲା । ସେ ଜେଲ ନିକଟରେ ଥିବା ଏକ ଟାୱାର ଚଢି ଫେରାର ମାରିଥିବା ସୂଚନା ମିଳିଛି । କଏଦୀଙ୍କୁ ଧରିବା ପାଇଁ ସମସ୍ତ ଜାଗାରେ ଚଢ଼ାଉ କରୁଛି ରାଉରକେଲା ପୋଲିସ । Share
Comments are closed.