ଟାଇମ୍ ଟ୍ରାଭେଲରେ ରଣବୀର

0

ରଣବୀର ସିଂ ବର୍ତ୍ତମାନ ନିଜର ତିନୋଟି ବଡ଼ବଡ ପ୍ରୋଜେକ୍ଟକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ସବୁ ଗୁଡିକ ତାଙ୍କର ରିଲିଜ୍ ଅପେକ୍ଷାରେ ଥିବା ସମୟରେ ତାଙ୍କୁ ଆଉ ଏକ ବଡ ପ୍ରୋଜେକ୍ଟ ପାଇଁ ଅଫର ମିଳିଥିବା ଜଣା ପଡିଛି । ସୂଚନାନୁସାରେ ରଣବୀରଙ୍କୁ ଦିନେଶ ବିଜନ ଏକ ଟାଇମ୍ ଟ୍ରାଭେଲ ଫିଲ୍ମ ଅଫର କରିଛନ୍ତି , ଯାହାର ନିର୍ଦ୍ଦେଶନା ଦେଉଛନ୍ତି ଅମିତ ରବିନ୍ଦ୍ରନାଥ ସର୍ମା । ତେବେ ରଣବୀର ଏପର୍ଯ୍ୟନ୍ତ ଫିଲ୍ମ ପାଇଁ ହଁ କରି ନାହାନ୍ତି ହେଲେ ମେକର୍ସ ଆଶା ରଖିଛନ୍ତି ରଣବୀର ଫିଲ୍ମ ପାଇଁ ରାଜି ହୋଇଯିବେ । ତେବେ ସେହିଭଳି ସ୍କ୍ରିପ୍ଟ ମଧ୍ୟ ଫାଇନାଲ ହୋଇନାହିଁ । ଖୁବଶୀଘ୍ର ସମସ୍ତ କାର୍ଯ୍ୟ ଶେଷ କରାଯାଇ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.