ଗୋଟିଏ ନାଁରେ ଦୁଇଟି ପ୍ରୋଜେକ୍ଟ

ଚଳିତ ମାସ ଶେଷ ଆଡକୁ ମିର୍ଜାପୁରର ସୁଟିଂ ଆରମ୍ଭ ହେବା ନେଇ ସୂଚନା ମିଳିଛି । ତେବେ ଏହି ପ୍ରୋଜେକ୍ଟଟି ଏକ ସ୍ବତନ୍ତ୍ର କଥା ନେଇ ଖୁବ ଚର୍ଚ୍ଚାରେ ରହିଛି । ଏହା ଦେଶର ପ୍ରଥମ ଏଭଳି ପ୍ରୋଜେକ୍ଟ ଯାହା ଗୋଟିଏ ନାଁରେ ଦୁଇଟି ପ୍ରୋଜେକ୍ଟ ରହିଛି । ଅର୍ଥାତ ମିର୍ଜାପୁର ନାଁରେ ଏହା ପ୍ରଥମେ ସିରିଜ୍ ଭାବେ ରିଲିଜ୍ ହୋଇଥିଲା ହେଲେ ବର୍ତ୍ତମାନ ଏହାକୁ ସେହି ସମାନ ନାମରେ ଫିଲ୍ମ ଭାବେ ରିଲିଜ୍ କରାଯିବାନେଇ ଯୋଜନା କରାଯାଇଛି । ଏପରିକି ଏହାର ଚରିତ୍ର ଓ କଳାକାର ମଧ୍ୟ ସମାନ ଅଛନ୍ତି । ଏହି କାରଣରୁ ପ୍ରୋଜେକ୍ଟଟି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଏଥିରେ ପଙ୍କଜ ତ୍ରିପାଠୀ, ଅଲି ଫଜଲ, ଦିବେନ୍ଦୁ ଶର୍ମା, ବିକ୍ରାନ୍ତ ମେସି, ଶ୍ବେତା ତ୍ରିପାଠୀ, ରସିକା ଦୁଗଲଙ୍କ ଭଳି କଳାକାରଙ୍କୁ ଦେଖିବାକୁ ମିଳିବ ।

Launching Ceremony of “AYUSHMAN BHARAT

Comments are closed.