କ୍ୟାପ୍ଟେନ୍ ଇଣ୍ଡିଆରେ କାର୍ତ୍ତିକ

0

କାର୍ତ୍ତିକ ଆରିୟନଙ୍କ ପାଖରେ ବର୍ତ୍ତମାନ ଫିଲ୍ମର ଲମ୍ବା ତାଲିକା ରହିଛି । ତାଙ୍କୁ ଆଗକୁ ଅନେକ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ବର୍ତ୍ତମାନର ସୂଚନା ଅନୁଯାୟୀ ତାଙ୍କ ତାଲିକାରେ ଯୋ଼ଡି ହୋଇଛି ଆଉ ଏକ ଫିଲ୍ମ କ୍ୟାପ୍ଟେନ୍ ଇଣ୍ଡିଆ । ଏଥିରେ କାର୍ତ୍ତିକଙ୍କ ଏଣ୍ଟ୍ରି ପରେ ଦର୍ଶକ ଏହି ପ୍ରୋଜେକ୍ଟକୁ ନେଇ ଖୁବ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଫିଲ୍ମଟି ୨୦୨୬ରେ ପରଦାକୁ ଆସିବା ନେଇ ଯୋଜନା କରାଯାଇଛି, ଯାହାର ସୁଟିଂ ମଧ୍ୟ ଖୁବଶୀଘ୍ର ଆରମ୍ଭହେବା ନେଇ ଜଣା ପଡିଛି । ଫିଲ୍ମର ସୁଟିଂ ଭାରତ ସହିତ ମରୋକ୍କରେ ହେବା ନେଇ ଜଣା ପଡିଛି । ଏଥିରେ କାର୍ତ୍ତିକଙ୍କୁ ଜଣେ ଏୟାରଫୋର୍ସ ପାଇଲଟ ଭାବେ ଦର୍ଶକ ଦେଖିବାକୁ ପାଇବେ । ଏହି କ୍ରମରେ କାର୍ତ୍ତିକଙ୍କୁ ଆହୁରି ଅନେକ ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ ।

Leave A Reply

Your email address will not be published.