ଓଡ଼ିଶାରେ ୨୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ କୁ ବୃଦ୍ଧି

ଭୁବନେଶ୍ୱର: ଜୁଲାଇ ୦୨: ଓଡ଼ିଶାରେ ୨୪ ଘଂଟାରେ ୨୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଗଂଜାମ ଜିଲ୍ଲାରୁ ସର୍ବାଧିକ ୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ବାଲେଶ୍ୱର ରୁ ୨୪ ଜଣ, ଯାଜପୁର ୨୨ ଜଣ, ଖୋର୍ଦ୍ଧା ରୁ ୨୧ ଜଣ, ସୁନ୍ଦରଗଡ ରୁ ୧୭ ଜଣ, କଟକ ରୁ ୧୨ ଜଣ, ଝାରସୁଗୁଡା ରୁ ୧୦ ଜଣ, ବଲାଙ୍ଗୀର ରୁ ୭ ଜଣ, ନୟାଗଡ ରୁ ୫ ଜଣ, ପୁରୀ ରୁ ୪ ଜଣ, ବୌଦ ରୁ ୩ ଜଣ, ମୟୁରଭଞ୍ଜ ରୁ ୨ ଜଣ ଏବଂ ଅନୁଗୁଳ,ବରଗଡ,ଦେଓଗଡ,ଗଜପତି, ଜଗତସିଂହପୁର, କେନ୍ଦୁଝର, ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏହି ୨୨୯ ଜଣଙ୍କ ମଧ୍ୟରୁ, ୧୯୩ ଜଣ କ୍ଵାରାଣ୍ଟIଇନ ରେ ଥିଲେ ଏବଂ ବାକି ୩୬ ଜଣ ଲୋକାଲ contact case I
ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୭୫୪୫ ରେ ପହଂଚିଛି I

Govt

Comments are closed.