ଭୁବନେଶ୍ୱର: ଜୁନ ୬: ରାଜ୍ୟରେ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୭୮୧ କୁ ବୃଦ୍ଧି ପାଇଛି I ଏ ପର୍ଯ୍ୟନ୍ତ ୧୬୦୪ ଜଣ ସୁସ୍ଥ ହେଇସାରିଲେଣି ଏବଂ ୧୧୬୭ ଜଣ କୋବିଦ ହସ୍ପିଟାଲ ଗୁଡିକରେ ଚିକିତ୍ସିତ ହେଉଛନ୍ତି I
ଗଂଜାମ ରୁ ୬୪ ଜଣ, ଯାଜପୁର ରୁ ୧୯ ଜଣ, ଖୋର୍ଦ୍ଧା ରୁ ୯ ଜଣ, ବାଲେଶ୍ୱର ରୁ ୧୧ ଜଣ, କଟକ ରୁ ୧୩ ଜଣ, ଭଦ୍ରକ ରୁ ୪ ଜଣ, ବଲାଙ୍ଗୀର ରୁ ୧୧ ଜଣ, ପୁରୀ ରୁ ଜଣେ, ନୟାଗଡ ରୁ ୭ ଜଣ, ମୟୁରଭଞ୍ଜ ରୁ ୧୩ ଜଣ,ନୂଆପଡା ରୁ ୮ ଜଣ, ଗଜପତି ରୁ ୧୦ ଜଣ, କଳାହାଣ୍ଡି ରୁ ୨ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ସୂଚନା ଅନୁଯାୟୀ, ୧୫୦ ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ ହେଇଥିବା ବେଳେ, ୨୩ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହେଇଛନ୍ତି I
COVID-19 REPORT FOR 5th JUNE
New positive cases: 173
In quarantine: 150
Local contacts: 23(Details of local contacts will be shared by concerned District Administration)
1. Jajpur: 19
2. Khordha: 9
3. Jharsuguda: 1
4. Nayagarh: 7
5. Cuttack: 13
6. Mayurbhanj: 13
7. Bhadrak: 4— I & PR Department, Odisha (@IPR_Odisha) June 6, 2020

Comments are closed.