ଭୁବନେଶ୍ୱର: ମେ ୨୦: ଓଡ଼ିଶାରେ ଆଉ ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇ ସାରିଲେଣି l
ଆଜି ସୁସ୍ଥ ହେଇଥିବା ୩୬ ଜଣଙ୍କ ମଧ୍ୟରେ, ଗଂଜାମ ଜିଲ୍ଲାର ୨୩ ଜଣ ଥିବା ବେଳେ, ଯାଜପୁର ର ୫ ଜଣ, ମୟୁରଭଞ୍ଜ ର ୩ ଜଣ, ରାଉରକେଲା ର ଜଣେ ଏବଂ ଭଦ୍ରକ ଓ ପୁରୀ ଜିଲ୍ଲାର ୨ ଜଣ ଲେଖାଏଁ ସୁସ୍ଥ ହେଇଛନ୍ତି l
Another 36 #COVID19 patients have recovered and are being discharged.
23 are from Ganjam
5 from Jajpur
3 from Mayurbhanj
2 each from Puri and Bhadrak, and
1 from RourkelaThe total recovered cases of Odisha now stand at 343.
— H & FW Dept Odisha (@HFWOdisha) May 20, 2020

Comments are closed.