ଭୁବନେଶ୍ୱର: ଜୁଲାଇ 5: ଓଡ଼ିଶାରେ ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେଇଛି I ଗଜପତି ଜିଲ୍ଲାର ୪୦ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ, ସୁନ୍ଦରଗଡ ଜିଲ୍ଲାର ଜଣେ ୬୪ ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି I ତେବେ ଏହି ୬୪ ବର୍ଷୀୟ ବ୍ୟକ୍ତିଜଣକ ମଧୁମେହ ରୋଗରେ ମଧ୍ୟ ପୀଡିତ ଥିଲେ I
ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ୩୬ ଜଣଙ୍କର ମୃତ୍ୟୁ ହେଇସାରିଲେଣି I
Regret to inform the demise of a 40-year old Covid positive Male of Gajapati district and a 64-year old Covid positive Male of Sundargarh district, who was also suffering from Diabetes.
— H & FW Dept Odisha (@HFWOdisha) July 5, 2020

Comments are closed.