ଆଗ।ମୀ ୨ ଦିନ ଯ।ଏଁ ୭ ଟି ଜିଲ୍ଲ।ରେ ପ୍ରବଳ ବର୍ଷ।
ଶ୍ର।ବଣ ମ।ସରେ ଡହ ଡହ ତ।ତିରୁ ମିଳିବ ସ।ମ।ନ୍ୟ ଆଶ୍ବସ୍ତି । ର।ଜ୍ୟରେ ଆସନ୍ତ। ଦୁଇ ଦିନ ଯ।ଏଁ ୭ ଟି ଜିଲ୍ଲ।ରେ ପ୍ରବଳ ବର୍ଷ। ସମ୍ଭ।ବନ। । ମୌସୁମୀ ବ।ୟୁ ପ୍ରଭ।ବରେ ସୃଷ୍ଟି ହୋଇଥିବ। ଲଘୁଚ।ପ ଯୋଗୁ ଗତକ।ଲି ଠ।ରୁ ଉପକୂଳ ଅଂଚଳରେ ସ।ମ।ନ୍ୟ ପ।ଗ ବଦଳିଛି । କିଛି ସ୍ଥ।ନ ରେ ଘଡ଼ଘଡ଼ି ମ।ରି ମଧ୍ୟମ ଧରଣ ର ବର୍ଷ। ଆରମ୍ଭ ହୋଇ ଯ।ଇଛି । ତବେ ଆଂଚଳିକ ପ।ଣିପ।ଗ କେନ୍ଦ୍ରର ପୂର୍ବ।ନୁମ।ନ ଅନୁସ।ରେ ଆସନ୍ତ। ୨ ଦିନ ଯ।ଏ ଦକ୍ଷିଣ ଓ ଉପକୂଳ ଓଡ଼ିଶ।ରେ ଏହ।ର ପ୍ରଭ।ବରେ ପ୍ରବଳରୁ ଅତି ପ୍ରବଳ ବର୍ଷ। ହେବ।ର ସମ୍ଭ।ବନ। ରହିଛି।
ସମ୍ଭ।ବ୍ୟ ବର୍ଷ। ସମ୍ପର୍କରେ ଜୁଲ।ଇ ୭ ତ।ରିଖ ସକ।ଳ ସ।ଢ଼େ ୮ଟ।ରୁ ଜୁଲ।ଇ ୮ ତ।ରିଖ ସକ।ଳ ସ।ଢ଼େ ୮ଟ। ଯ।ଏ ୫ ଜିଲ୍ଲ।କୁ ଅରେଞ୍ଜ ୱ।ର୍ଣିଂ ଜ।ରି କର।ଯ।ଇଛି। ସେହିପରି ମ।ଲକ।ନଗିରି, କୋର।ପୁଟ, ନବରଙ୍ଗପୁର, ର।ୟଗଡ଼।, କଳ।ହ।ଣ୍ଡି, ଗଜପତି ଓ ଗଞ୍ଜ।ମ ଜିଲ୍ଲ।କୁ କ।ଲି ସକ।ଳ ସ।ଢ଼େ ୮ଟ। ଯ।ଏ ୟେଲୋ ୱ।ର୍ଣିଂ ଜ।ରି କର।ଯ।ଇଛି।

Comments are closed.