ବିଶ୍ବ ୟୁକ୍ରେନର ୪ ପ୍ରଦେଶରେ ଋଷ ଆରମ୍ଭ କଲା ଭୋଟିଂ Sep 24, 2022 ମସ୍କୋ: ଯୁଦ୍ଧ କରି କବଜା କରିଥିବା ୟୁକ୍ରେନର ୪ ଟି ପ୍ରଦେଶରେ ଶୁକ୍ରବାର ଋଷ ଭୋଟିଂ ଆରମ୍ଭ କରିଛି । ଋଷ ସହ ମିଶିବା ପାଇଁ ୟୁକ୍ରେନର ଲୁହାନସ୍କ, ଡୋନଟସ୍କ, ଖେରସନ ଏବଂ ଜାପୋରଝିଆ ପ୍ରଦେଶରେ ଭୋଟିଂ କରାଯାଇଛି । ଏହି ୪ ଟି…