Browsing Tag

yummy Indian food

ଆଲମଣ୍ଡ ଚିକେନ୍‌ ମୋମୋ

ସାମଗ୍ରୀ - ୨୫୦ ଗ୍ରାମ ବୋନଲେସ ଚିକେନ କିମା , ଏକ ଚାମଚ କଟା ରସୁଣ, ୩ ଚାମଚ ଗାଜର କଟା, ୩ ଚାମଚ ସ୍ପିଙ୍ଗ ଓନିଅନ କଟା, ଏକ ଚାମଚ ଅଦା କଟା, ଏକ ଚାମଚ ସୋୟା ସସ୍‌, ଏକ ଚାମଚ ଅୟେଷ୍ଟର ସସ୍‌, ଏକ ଚାମଚ ରାଶିତେଲ, ଏକ ଚାମଚ…

ମଲାଇ ମଟନ ବୋଟି

ସାମଗ୍ରୀ -ମଟନ, ଅଧା କପ କଞ୍ଚା ଅମୃତଭଣ୍ଡା,୨ ଟି କଞ୍ଚା ଲଙ୍କା, ଅଳ୍ପ ଅଦା,୬ରୁ ୭ଟି ରସୁଣ କୋଲା, ଏକ ଚାମଚ ଲେମ୍ବୁରସ, ଅଧା କେଜି ମଟନ, ଅଧା କପ ଦହି, ଅଧା କପରୁ କମ କ୍ରିମ, ଅଧା ଚାମଚ ଗୁଜୁରାତି ଗୁଣ୍ଡ, ଏକ ଚାମଚ…

ନଡିଆ କଦଳୀ ଇଡିଲ୍‌

ସାମଗ୍ରୀ - ଗୋଟିଏ କପ ଇଡିଲ୍‌ ଆଣ, ୬ଚାମଚ ଗୁଣ୍ଡ ଗୁଡ, ଅଳ୍ପ କିଛି ଗୁଜୁରାତି ଗୁଣ୍ଡ, ଅଧା ଖଣ୍ଡ କଟା କଦଳୀ, ଏକ କପ ନଡିଆ ରସ । ପ୍ରଣାଳୀ - ପ୍ରଥମେ ପିଠା ଆଣରେ କଦଳୀ, ଗୁଜୁରାତି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଗୁଡ…

ସିଙ୍ଗାପୁରୀ ଫ୍ରାଏଡ୍ର ରାଇସ୍‌

ସାମଗ୍ରୀ- ଏକ କପ୍‌ ଚାଉଳ, ଅଳ୍ପ କଟା ରସୁଣ, ଚିମୁଟାଏ ଗୋଲମରିଚ ଗୁଣ୍ଡ, ଅଧାକପ କଟା ପିଆଜଷ„ା, ଅଧାକପ୍‌ କ୍ୟାପିସ୍‌କମ୍‌, ଅଳ୍ପ ପରିମାଣ ଗାଜର, କଞ୍ଚା ଲଙ୍କା ୨ଟା, ଚିଲି ସସ୍‌, ସୋୟା ସସ୍‌, ଚିଲି ଗାର୍ଲିକ ସସ୍‌, ଟମାଟର…

ଜଫରାନି ଚିକେନ କୋରମା

ସାମଗ୍ରୀ : ୫୦୦ ଗ୍ରାମ ଚିକେନ୍‌, ୩-୪ ଚାମଚ ଭଜା ପିଆଜ, ଏକ ଚାମଚ ରସୁଣ ପେଷc, ଏକ ଚାମଚ ଅଦା ପେଷ୍ଟ, ଅଧା କପ୍‌ ପିଆଜ ପେଷ୍ଟ, ଏକ ଚାମଚ ପୋସ୍ତ, ଜାଇଫଳ ଗୁଣ୍ଡ ଅଧା ଚାମଚ, ଅଧା କପ୍‌ କ୍ରିମ୍‌, ଅଧା କପ୍‌ କ୍ଷୀର, ଦେଢ…

ଶରୀରକୁ ସୁସ୍ଥ ରଖେ ଘିଅ ଓ ଗୁଡ

ମିଠା ଖାଇବାକୁ ସମସ୍ତଙ୍କର ଇଚ୍ଛା ହୋଇଥାଏ । ବିଶେଷକରି ଖାଇବା ପରେ ସମସ୍ତେ ମିଠା ଖାଇବାକୁ ଆଗ୍ରହ ଦେଖାଇଥାଆନ୍ତି । ହେଲେ କେତେକ ଲୋକଙ୍କ ମଧୁମେହ ରୋଗ ଯୋଗୁଁ ସେମାନଙ୍କୁ ମିଠା ବାରଣ କରାଯାଇଥାଏ । ତେବେ ମିଠା ସ୍ଥାନରେ…

ଲାଉ ରାଇତା

ମଧୁମେହ ରୋଗୀଙ୍କ ପାଇଁ ଲାଉ ଉପକାରୀ । ହେଲେ କେତେକ ଲୋକ ଲାଉର ସ୍ୱାଦ ଓ ବାସ୍ନା ପାଇଁ ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି । ସେମାନଙ୍କ ପାଇଁ ଲାଉ ରଇତା ଏକ ଭଲ ଖାଦ୍ୟ । ରାଇତାରେ ଥିବା ଦହି ଲାଉର ବାସ୍ନା ଓ ସ୍ୱାଦକୁ…

ଦୁର୍ଗା ପୂଜାରେ ପ୍ରସ୍ତୁତ କରନ୍ତୁ ମଲାଇ ଲଡ଼ୁ

ଦୁର୍ଗାପୂଜାର ଉତ୍ସବ ଆରମ୍ଭ ହୋଇଗଲାଣି । ଏହି ଖୁସିର ଦିନରେ ଘରକୁ ବନ୍ଧୁବାନ୍ଧବ ଆସିଥାନ୍ତି । ସେମାନଙ୍କ ସ୍ୱାଗତ ଚର୍ଚ୍ଚାର ଆପଣମାନଙ୍କୁ ନିଶ୍ଚିନ୍ତ ମିଠା ଦରକାର ପଡ଼ିଥାଏ । ମିଠା ଦୋକାନ ଯିବା ଅପେକ୍ଷା ଘରେ ଅତି ସହଜରେ…