Browsing Tag

Yogi Adityanath

ଏଣିକି ୬୦ ନୁହେଁ ୫୦ରେ ନବାକୁ ପଡିବ ଅବସର

ୟୁପି: ଜୁଲାଇ ୦୮: ଏଣିକି ସରକାରୀ ଚାକିରିଆଙ୍କ ଅବସର ବୟସକୁ ୫୦ ବର୍ଷ କଲେ ସରକାର । ଅର୍ଥାତ ୫୦ ବର୍ଷ ପରେ ଆପଣ ଆଉ କାମ କରିପାରିବେନି । ପୂର୍ବରୁ ୬୦ କିମ୍ବା ୬୨ ବର୍ଷରେ ସରକାରୀ ଚାକିରିଆମାନେ ଅବସର ନେଉଥିବା ବେଳେ ଏବେ…

ଅଖିଳେଶଙ୍କ ଅସଭ୍ୟ ବୟାନରେ ହସ୍ତକ୍ଷେପ କଲେ ୟୋଗି

ଲକ୍ଷ୍ନୌ: ମଇ: ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ମନ୍ତବ୍ୟ, ବିରୋଧୀ ଦଳର ନେତା ଅଖିଳେଶ ଯାଦବଙ୍କୁ ଉତ୍ତ୍ୟକ୍ତ କରାଇବାରୁ ବିଧାନସଭାରେ ବିଜେପି ଏବଂ ସମାଜବାଦୀ ପାର୍ଟି ସଦସ୍ୟଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ । ଏଥିରେ…

ଗରିବ ଝିଅଙ୍କ ବିବାହ ପାଇଁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା

ଉତ୍ତରପ୍ରଦେଶ: ଅପ୍ରେଲ ୧୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା । ଶିଶୁ ଏବଂ ମହିଳାଙ୍କ ସୁବିଧା ପାଇଁ କରିଛନ୍ତି ସମୀକ୍ଷା । ଗତକାଲିର ସମୀକ୍ଷା ବେଳେ ଗରିବ ଝିଅଙ୍କ ବିବାହ ପାଇଁ ସହାୟତା ରାଶିକୁ…

ଆଜି ୟୁପି ନିର୍ବାଚନ ପ୍ରଚାରର ଶେଷ ଦିନ

ୟୁପି: ମାର୍ଚ୍ଚ ୦୫: ୭ ତାରିଖରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ପ୍ରଚାରର ଶେଷ ଦିନ । ଶେଷ ଦିନରେ ଜୋରସୋରରେ ପ୍ରଚାର କରି ଜନମତକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟାରେ ପ୍ରମୁଖ…

ଆରମ୍ଭ ହେଲା ୟୁପି ନିର୍ବାଚନ: କଡ଼ା ସୁରକ୍ଷାରେ ଭୋଟର ଦେଉଛନ୍ତି ଭୋଟ୍‌

ଲକ୍ଷ୍ନୌ: ଫେବୃଆରୀ ୧୦: ଉତ୍ତରପ୍ରଦେଶରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର ୧୧ ଜିଲ୍ଲାର ୫୮ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ଚାଲିଛି । ଏଥିପାଇଁ ରାଜ୍ୟ ପ୍ରଶାସନ ପୂର୍ବରୁ ହିଁ କଡ଼ା ସୁରକ୍ଷାର ବ୍ୟବସ୍ଥା…

ଉତ୍ତରପ୍ରଦେଶ ସରକାରଙ୍କ ଶିଶୁ ଶ୍ରମିକ ଚିହ୍ନଟ ଓ ଥଇଥାନ ଅଭିଯାନ

ଭୁବନେଶ୍ୱର: ଅଗଷ୍ଟ ୧୬: ବିପଦପୂର୍ଣ୍ଣ ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରୁଥିବା ପିଲାମାନଙ୍କ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଉକ୍ତ ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ଚଳିତ ମାସ…