‘ହିନ୍ଦୁ ମହାପଞ୍ଚାୟତ’ରେ ବିଦେ୍ୱଷପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ ଯତୀ ନରସିଂହାନନ୍ଦଙ୍କ ନାମରେ ଏତଲା
ଦିଲ୍ଲୀ: ଏପ୍ରିଲ ୦୪: ପୁଣି ଥରେ ବିଦେ୍ୱଷପୂର୍ଣ୍ଣ ଭାଷଣ ଦେଇ ଧାର୍ମିକ ନେତା ତଥା ।ସନା ଦେବୀ ମନ୍ଦିରର ପୂଜକ ଯତୀ ନରସିଂହାନନ୍ଦ ଅଡ଼ୁଆରେ ଫସିଯାଇଛନ୍ତି । ସେ ଦିଲ୍ଲୀରେ ଗତକାଲି ଆୟୋଜିତ ‘ହିନ୍ଦୁ ମହାପଞ୍ଚାୟତ’ରେ…