ଜୀବନଚର୍ଯ୍ୟା ଜଡ଼ା ତେଲ ଓ ସୌନ୍ଦର୍ଯ୍ୟ Feb 26, 2022 - ଲଗାତର ୬-୭ ସପ୍ତାହ ଜଡ଼ା ତେଲକୁ ଉଷୁମ କରି ମୁଣ୍ଡରେ ଲଗାଇଲେ ଚୁଟି ମୂଳ ମଜଭୂତ ଓ ସୁନ୍ଦର ରହେ । -ପ୍ରତିଦିନ ଗାଧୋଇବା ପୂର୍ବରୁ ମୁହଁରେ ଜଡ଼ା ତେଲ ମାଲିସ କରି ୩୦ ମିନିଟ୍ ପରେ ଗାଧେଇବାକୁ ଯାଅନ୍ତୁ । ଏହା ଦ୍ୱାରା…