ଓଡ଼ିଶା ଆଇଏସ୍ଏଫ୍: କିସ୍ ଭଲିବଲ ଦଳ ଘୋଷିତ Jun 3, 2022 ଭୁବନେଶ୍ୱର : ଚଳିତ ମାସ ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ବ୍ରାଜିଲରେ ଆଇଏସ୍ଏଫ୍ ବିଶ୍ୱ ସ୍କୁଲ ଭଲିବଲ ଚାମ୍ପିଅନ୍ସିପ୍ ଆୟୋଜିତ ହେବ । ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ କିସ୍ ସ୍କୁଲ ଭଲିବଲ ଟିମ୍ ଅଂଶଗ୍ରହଣ କରିବାକୁ…