ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ କାଲିଫର୍ଣିଆର ଏକ ଜିମ ରେ ‘ୱାର୍କଆଉଟ୍ ପଡ୍’
ଦକ୍ଷିଣ କାଲିଫର୍ଣ୍ଣିଆରେ ଜିମ୍ ଭିତରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଜଣେ ଜିମ୍ ମାଲିକ ସବୁ ସଦସ୍ୟଙ୍କ ପାଇଁ ‘ୱାର୍କଆଉଟ୍ ପଡ୍’ ତିଆରି କରିଛନ୍ତି । ଅର୍ଥାତ୍ ପ୍ଲାଷ୍ଟିକ୍ ପରଦାରେ ଛୋଟ ଘର ତିଆରି ହୋଇଛି ।…