ଉପାନ୍ତ ବ୍ଲକରେ ବାଟବଣା ମନରେଗା: ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ଜବ୍କାର୍ଡଧାରୀ
ରାଉରକେଲା: ସୁନ୍ଦରଗଡ ନୂଆଗାଁ ବ୍ଲକ ସୋରଡାର ବିମଳ ମୁଣ୍ଡାଛ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ବର୍ଷକୁ ୧୦୦ ଦିନର କାମ ମିଳିବାକୁ ଜବ କାର୍ଡ ପାଇଛନ୍ତି । କାମ ପାଇଁ ପଞ୍ଚାୟତ ଅଫିସରୁ ବ୍ଲକ…