ବିଶ୍ବ ତାଲିବାନୀ ହ୍ୱିପ୍: ଛାତ୍ରୀଙ୍କୁ ପାଠ ପଢ଼ାଇବେନି ପୁରୁଷ ଶିକ୍ଷକ Aug 30, 2021 କାବୁଲ: ଅଗଷ୍ଟ ୩୦: ଆଫଗାନିସ୍ତାନର ସତ୍ତାରେ ତାଲିବାନ ଆସିବା ପରେ ସେଠାକାର ଶାସନ ନିୟମ ବଦାଳାଇ ଦେଇଛି । ଆଫଗାନିସ୍ତାନର ଏକ ଅଞ୍ଚଳରେ ଟେଲିଭିଜନ ଓ ରେଡିଓରେ ମହିଳାଙ୍କ ସ୍ୱର ସମେତ ମହିଳାଙ୍କ ସଙ୍ଗୀତ ପରିବେଷଣକୁ ରୋକ୍…