ଇତିହାସ ରଚିଲେ ସ୍ମୃତି ମନ୍ଧନା ଏବଂ ହରମନପ୍ରୀତ କୌର: ଗୋଟିଏ ମ୍ୟାଚ୍ରେ କଲେ ଦୁଇଟି ବଡ଼ ରେକର୍ଡ
ଦିଲ୍ଲୀ : ମାର୍ଚ୍ଚ ୧୨: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ‘ଆଇସିସି ମହିଳା ବିଶ୍ୱ କପ୍ ୨୦୨୨’ରେ ନିଜର ଦମ୍ଦାର ଖେଳ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି । େୱଷ୍ଟଇଣ୍ଡିଜ ବିପକ୍ଷ ଥିବା ଏହି ମ୍ୟାଚ୍ରେ ସ୍ମୃତି ମାନ୍ଧନା ଓ…