ଜିଲ୍ଲା ୪ ଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ପର ପୁରୁଷ ସହ ସ୍ତ୍ରୀ ଫେରାର May 28, 2022 ସମ୍ବଲପୁର/ରେଢାଖୋଲ : ଦୀର୍ଘ ୧୩ ବର୍ଷର ସଂସାରକୁ ଗୋଡ଼ରେ ଆଡ଼େଇ ଦେଇଛନ୍ତି ଜଣେ ମହିଳା । ସେ ତାଙ୍କର ୪ କୁନି କୁନି ପିଲା ଓ ସ୍ୱାମୀଙ୍କୁ ଛାଡ଼ି ଜଣେ ପର ପୁରୁଷର ହାତ ଧରି ଫେରାର ହୋଇ ଯାଇଛନ୍ତି । ସ୍ୱାମୀଙ୍କ କଥା ଛାଡ଼;ୁ,…