ପାଣିପାଗ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର Jul 13, 2022 ଭୁବନେଶ୍ୱର: ଜୁଲାଇ ୧୩: ଆଜି ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, ନୂଆପଡ଼ା,…
ଓଡ଼ିଶା ଆଭ୍ୟନ୍ତରୀଣ ଓଡିଶାବାସୀଙ୍କୁ କଲବଲ କଲାଣି ଗରମ Apr 16, 2022 ପଶ୍ଚିମଓଡିଶା: ଅପ୍ରେଲ ୧୬: ଖରା ଆରମ୍ଭରୁ କଲବଲ କଲାଣି ଗରମ । ଏଥିରେ ବେଶି ହଇରାଣ ହେଲେଣି ଆଭ୍ୟନ୍ତରୀଣ ଓଡ଼ିଶବାସୀ । ୧୫ରୁ ଅଧିକ ଜିଲ୍ଲାରେ ୪୦ ଡିଗ୍ରୀ ତଳକୁ ଖସୁନି ପାରଦ । ଗତକାଲି ରାଜ୍ୟର ୩ଟି ସହରରେ ପାରଦ ୪୩…
ପାଣିପାଗ ଆଜିଠୁ ତିନି ଦିନ ବର୍ଷା ସମ୍ଭାବନା Apr 8, 2022 ଭୁବନେଶ୍ୱର: ଅପ୍ରେଲ୦୮: ରାଜ୍ୟରେ ବଦଳିବ ପାଗ । ଆଜିଠୁ ତିନି ଦିନ ଯାଏଁ ବର୍ଷା ସମ୍ଭାବନା। ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା…
ପାଣିପାଗ ଖରାରେ ସିଜୁଛି ଟିଟିଲାଗଡ Apr 2, 2022 ଭୁବନେଶ୍ୱର: ଏପ୍ରିଲ ୦୨: ଗ୍ରୀଷ୍ମ ଆରମ୍ଭରୁ ବର୍ଷୁଛି ନିଆଁ । ରାଜ୍ୟରେ ଅନେକ ସହରରେ ୪୦ ଡିଗ୍ରୀ ସେଲସିଅସ୍ ଟପିଗଲାଣି । କାଲି ଟିଟିଲାଗଡ଼ରେ ୪୩.୪ ଡିଗ୍ରୀ ସେଲସିୟସ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ୨୦୧୬…
ପାଣିପାଗ ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି ଗ୍ରୀଷ୍ମ: ୪୦ ଟପିଲା ତାପମାତ୍ରା Mar 25, 2022 ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଗ୍ରୀଷ୍ମ ଆରମ୍ଭରୁ ଏତେ ତାପମାତ୍ରା ଦେଖି ଆଶ୍ଚର୍ଯ୍ୟ ସାଧାରଣ ଲୋକ । ରାଜ୍ୟର ୩ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି ୪୧.୪ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର…
ପାଣିପାଗ ରାଜ୍ୟରେ ବଢୁଛି ଶୀତ Jan 18, 2022 ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ ଲହରୀ। ର।ଜ୍ୟର ପ।ରଦ ସ୍ତର ଧୀରେ ଧୀରେ ନିମ୍ନଗ।ମୀ ହେବ।ରେ ଲ।ଗିଥିବ। ବେଳେ ଆସନ୍ତ। ୩ ଦିନରେ ଆହୁରି ୪ ଡିଗ୍ରି ପର୍ଯ୍ୟନ୍ତ ତ।ପମ।ତ୍ର। ଖସିବ। ଫଳରେ ଶୀତ ବଢ଼ିବ ବେ।ଲି ପ।ଣିପ।ଗ କେନ୍ଦ୍ର…