Browsing Tag

Weather in Odisha

ଆସନ୍ତା ୨ରୁ ୩ ଦିନ ଯାଏଁ ପାଗ ଶୁଖିଲା ସାଙ୍ଗକୁ ଦିନର ତାପମାତ୍ରା ବୃଦ୍ଧି ହେବ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୁର୍ଣ୍ଣିବଳୟ । ଫଳରେ ୧୯ରେ ଏହା ଲଘୁଚାପର ରୂପ ନେଇପାରେ । ତେଣୁ ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା…

ରାଜ୍ୟରେ ବଢୁଛି ଶୀତ

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ ଲହରୀ। ର।ଜ୍ୟର ପ।ରଦ ସ୍ତର ଧୀରେ ଧୀରେ ନିମ୍ନଗ।ମୀ ହେବ।ରେ ଲ।ଗିଥିବ। ବେଳେ ଆସନ୍ତ। ୩ ଦିନରେ ଆହୁରି ୪ ଡିଗ୍ରି ପର୍ଯ୍ୟନ୍ତ ତ।ପମ।ତ୍ର। ଖସିବ। ଫଳରେ ଶୀତ ବଢ଼ିବ ବେ।ଲି ପ।ଣିପ।ଗ କେନ୍ଦ୍ର…

୫ ଜିଲ୍ଲାକୁ ବଜ୍ରପାତ ବିପଦ; ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : 08/05: ରାଜ୍ୟର ୫ଟି ଜିଲ୍ଲା ପାଇଁ ରହିଛି ବଜ୍ରପାତ ବିପଦ । ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ନେଇ ପୂର୍ବାନୁମାନ କରାଯାଇଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୫ଟି ଜିଲ୍ଲା ନବରଙ୍ଗପୁର, କରୋପୁଟ, ରାୟଗଡ଼ା,…