ବିରାଟଙ୍କ ହୋଟେଲ ରୁମ ଭିଡିଓ ଭାଇରାଲ ଘଟଣା: କ୍ଷମା ମାଗିଲେ ପର୍ଥ ହୋଟେଲ କର୍ତ୍ତୃପକ୍ଷ, ହୋଟେଲ କର୍ମଚାରୀ ନିଲମ୍ବିତ
ପର୍ଥ : ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ବେଳେ ବିରାଟ କୋହଲିଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି । ବିରାଟଙ୍କ ଅନୁପସ୍ଥିତିରେ ତାଙ୍କ ହୋଟେଲ ରୁମ ଭିତରର ଭିଡିଓକୁ ଶୁଟିଂ କରାଯାଇଛି । ବିନା ଅନୁମତିରେ, ତା’ ପୁଣି ବିରାଟ ନଥିବା…