Browsing Tag

viral video

ଅସ୍ତ୍ରୋପଚାର କରିବା ପାଇଁ ରାସ୍ତାରେ ଦୌଡ଼ିଲେ ଡାକ୍ତର

ବେଙ୍ଗାଲୁରୁ: ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଯାହାକୁ ଲୋକ ବେଶ୍‌ ପ୍ରଶଂସା କରିଛନ୍ତି । ଭିଡିଓରେ କର୍ଣ୍ଣାଟକ ବେଙ୍ଗାଲୁରୁର ଜଣେ ଡାକ୍ତର ରୋଗୀଙ୍କ ଅସ୍ତ୍ରୋପଚାର କରିବା ପାଇଁ ୩…

ରାସ୍ତାରେ ଲଢ଼ିଲେ ସିନେ ଷ୍ଟାର, ଦେଖନ୍ତୁ ସମୂର୍ଣ୍ଣ ଭିଡିଓ

ଭୁବନେଶ୍ୱର: ରାସ୍ତାରେ ଲଢ଼ିଲେ ଓଲିଉଡ୍‌ ଷ୍ଟାର୍‌ । ଅଭିନେତା ବାବୁସାନ୍‌ ଓ ତାଙ୍କ ପତ୍ନୀ ତୃପ୍ତି ଶତପଥୀ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଫାଇଟିଂ ଭିଡିଓ ଏବେ ସମସ୍ତଙ୍କ ମୋବାଇଲରେ ଘୂରିବୁଲୁଛି । ଘରୋଇ କଳହରୁ ଏହିପରି…

ଭୟଙ୍କର ଯୁଦ୍ଧ ଭିତରେ ୟୁକ୍ରେନବାସୀଙ୍କ ବଡପଣ: ଶତ୍ରୁ ଦେଶର ସୈନ୍ୟଙ୍କୁ ଖୁଆଇଲେ ଖାଦ୍ୟ, ଭୋ ଭୋ ହୋଇ କାନ୍ଦିଲେ ଋଷ…

କିଭ୍‌ : ଆକାଶରେ ଆତଙ୍କ, ମାଟି ଉପରେ ଆତଙ୍କ । କେଉଁଠି ମିସାଇଲ ମାଡ ତ’ କେଉଁଠି ଭୟଙ୍କର ବିସ୍ପୋରଣ । ଆଖି ବୁଜିଲେ ଭୟ, ଆଖି ଖୋଲିଲେ ଆତଙ୍କର ବାତାବରଣ । ରକ୍ତମୁଖା ଋଷ ସେନାର ଆକ୍ରମଣରେ କେଇ ମିନିଟରେ ମାଟିରେ ମିଶିଯାଉଛି…

ବିମାନକୁ ଠେଲିଲେ ଯାତ୍ରୀ

ନେପାଲ: ଡିସେମ୍ବର ୦୩: ଏକ ବିମ।ନକୁ ଯ।ତ୍ରୀମ।ନେ ରନୱେରୁ ଠେଲିବ।ର ଦୃଶ୍ୟ ସୋସିଆଲ ମିଡିଆରେ ଭ।ଇର।ଲ ହେବ।ରେ ଲ।ଗିଛି ଢ ନେପ।ଳର ଏକ ବିମ।ନ ବନ୍ଦରରେ ଯ।ତ୍ରୀମ।ନେ ବୁଧବ।ର ତାରା ଏୟ।ର ବିମ।ନକୁ ଠେଲିଥିବ।ର ଦେଖାଯାଇଥିଲା।…