ମନୋରଞ୍ଜନ ସାଉଥ୍ ଷ୍ଟାର ବିଜୟଙ୍କ ସହ ଆଗାମୀ ଫିଲ୍ମ Mar 12, 2022 ମୁମ୍ବାଇ: ବିବାହ ପରେ କ୍ୟାଟ୍ରିନା କୈଫ୍ ତାଙ୍କର ଅପକମିଂ ଫିଲ୍ମର ଘୋଷଣା କରିଛନ୍ତି । ଅଭିନେତ୍ରୀ କ୍ୟାଟ୍ରିନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଅପଲୋଡ୍ କରି ପ୍ରଶଂସକଙ୍କୁ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଫିଲ୍ମରେ ସେ…